କଙ୍ଗନା ସେୟାର କଲେ ତାଙ୍କ ଅଫିସ୍ର ଇନ୍ସାଇଡ୍ ଡିଜାଇନ୍ ଫଟୋ
ଲକ୍ଡାଉନ୍ ଯୋଗୁଁ ପ୍ରାୟତଃ ଏବେ ବହୁ କାର୍ଯ୍ୟାଳୟ ବନ୍ଦ ରହିଛି । ଏଭଳି ସମୟରେ କଙ୍ଗନାଙ୍କ ଅଫିସ୍ର ସୁନ୍ଦର ଇନ୍ସାଇଡ୍ ଫଟୋ ସାମ୍ନାକୁ ଆସିଛି । ତାଙ୍କ ଅଫିସ୍ର!-->…
Read More...
Read More...
‘ନଟ୍ଖଟ୍’ରେ ବିଦ୍ୟାଙ୍କ ଦେଶୀ ଲୁକ୍
ବିଦ୍ୟା ବାଲାନ୍ ଆକ୍ଟିଂ ଫିଲ୍ମରେ ନିଜର ଜଲୱା ଜାରି ରଖିଥିବାବେଳେ ଏବେ ସେ ଅଭିନେତ୍ରୀରୁ ପ୍ରଯୋଜକ ହୋଇଛନ୍ତି । ବିଦ୍ୟା ନିଜର ପ୍ରଥମ ସର୍ଟଫିଲ୍ମ ‘ନଟଖଟ୍’ ଲୁକ୍ର!-->…
Read More...
Read More...
ମୋତେ କରୋନା ହେବାର ଗୁଜବ ଖୁବ୍ କଷ୍ଟ ଦେଇଛି : ମନ୍ଦାନା
ନୂଆଦିଲ୍ଲୀ : ବିଗ୍ ବସ୍ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ମନ୍ଦାନା କରିମି ସଂକ୍ରମିତ ବୋଲି ଖବର ଆସିଥିଲା । କିନ୍ତୁ ଏହା ଉପରେ ଖୋଦ୍ ମନ୍ଦାନା ସଫେଇ ଦେଇଛନ୍ତି!-->…
Read More...
Read More...
ଜଳୁଛି ଜଙ୍ଗଲ
ଡେରାଡୁନ: ଗତ ୪ ଦିନ ହେଲା ଉତ୍ତରାଖଣ୍ଡ ଜଙ୍ଗଲର ଭିନ୍ନ ଭିନ୍ନ ଅଞ୍ଚଳରେ ନିଆଁ ଲାଗିବା ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି । ଲୋକେ ଜଙ୍ଗଲ ଜଳୁଥିବାର ଫଟୋ ସୋସିଆଲ!-->…
Read More...
Read More...
ଦୁଃଖ ଯେବେ ଆସେ…
ପାଟନା: ବିହାରର ମୁଜାଫରପୁର୍ ରେଲ୍ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଦୁନିଆ କ'ଣ ଭଲ ଭାବରେ ଜାଣି ନ ଥିବା!-->…
Read More...
Read More...
ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଜିନ୍ପିଙ୍ଗ୍
ବେଜିଂ: କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ ଖରାପ ହୋଇଛି । ଲଦାଖରେ ଏବେ ଭାରତ ସହିତ!-->…
Read More...
Read More...
ପ୍ରବାସୀ ଶ୍ରମିକ ଚିନ୍ତା, ସୁପ୍ରିମ୍କୋର୍ଟ କ୍ଷୁବ୍ଧ
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ·ଲିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହାକୁ ନେଇ ସୁପ୍ରିମ୍କୋର୍ଟ କହିଛନ୍ତି କି!-->…
Read More...
Read More...
ଗର୍ଭବତୀଙ୍କୁ ଡାକ୍ତରଖାନାରୁ ବାହାର କଲେ
ପାରଳାଖେମୁଣ୍ଡି, ଡୁମାଣୀଖବର : ଜନନୀ ଯନ୍ତ୍ରଣାର ଆଉ ଏକ ଦୃଶ୍ୟ । କେତେବେଳେ ଦୁର୍ଗମ ରାସ୍ତା ତ କେତେବେଳେ ଅ ।ମ୍ବୁଲାନ୍ସ ସମସ୍ୟା ଗର୍ଭବତୀଙ୍କ ପାଇଁ ଥିଲା ବାଧକ ।!-->…
Read More...
Read More...
କାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍
ଭୁବନେଶ୍ୱର, ଡୁମାଣୀଖବର : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍ୟ ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ!-->…
Read More...
Read More...
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ଡୁମାଣୀଖବର: ଆଉ ଦିନକ ପରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମୟ ଉଭୟ ଐତିହ୍ୟ ସ୍ଥଳରେ ·ଲିଥିବା ଉନ୍ନୟନ କାମ!-->…
Read More...
Read More...