୭୦ ପ୍ରତିଶତ ହରାଇଛନ୍ତି ରୋଜଗାର

ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ରୋଜଗାର ଓ ଜୀବିକା ହରାଇବା ପ୍ରସଂଗରେ କରାଯାଇଥିବା ଏକ ସର୍ଭେରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହରାଇଥିବାର
Read More...

କରୋନା ଭୂତାଣୁ ପ୍ରାକୃତିକ ବୋଲି ଦାବି କଲା ଚୀନ୍‌

ବେଜିଂ : ବିଶ୍ୱବ୍ୟାପୀ କରୋନା ଭାଇରସ୍ ତାର କାୟା ମେଲାଇ ସମଗ୍ର ମାନବଜାତିକୁ ଦୋହଲାଇ ଦେଇସାରିଲାଣି । ମହାମାରୀ କୋଭିଡ୍‌-୧୯ ପଛର କାରଣ ଅଭିନବ କରୋନାଭୂତାଣୁ
Read More...

‘ଯେଉଁ ଦିନ ଭାରତ ଟେଷ୍ଟ କ୍ରିକେଟକୁ ଛାଡିଦେବ ସେହି ଦିନ ଟେଷ୍ଟ୍ କ୍ରିକେଟ୍ ମରିଯିବ’

ନୂଆଦିଲ୍ଲୀ : ଯେଉଁ ଦିନ ଭାରତ ଟେଷ୍ଟ କ୍ରିକେଟକୁ ଛାଡିଦେବ ସେହି ଦିନ ଟେଷ୍ଟ୍ କ୍ରିକେଟ୍ ମରିଯିବ ବୋଲି ଅଷ୍ଟ୍ରେଲୀୟ ଅଧିନାୟକ ତଥା ପୂର୍ବତନ ଭାରତୀୟ ପ୍ରଶିକ୍ଷକ
Read More...

ଗ୍ରାହକ ସ୍ପର୍ଶ ସ୍ଥାନ ଗୁଡ଼ିକରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଲା ରେନୋ

ଭୁବନେଶ୍ୱର: ରେନୋ, ଭାରତର ନମ୍ବର ଏକ ୟୁରୋପିଆନ୍ ବ୍ରାଣ୍ଡ ଏହାର ଅଫିସ୍ ଓ କେତେକ ନିର୍ଦ୍ଦିଷ୍ଟ ଡିଲରସିପ୍ ଓ ସର୍ଭିସ୍ ସେଂଟରକୁ ଖୋଲିଛି । ଏହାର ସମସ୍ତ ଗ୍ରାହକ
Read More...

୧୨ ଜୁନ୍‌ରେ ଅନ୍‌ଲାଇନ୍ ପ୍ଲାଟଫର୍ମରେ ରିଲିଜ୍ ହେବ ‘ଗୁଲାବୋ ସୀତାବୋ’

ଆୟୁଷ୍ମାନ ଖୁରାନ୍ନା ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ଗୁଲାବୋ ସିତାବୋ ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । ସିନେମାଘର ବ୍ୟତୀତ ଏବେ ଏହାକୁ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ
Read More...

‘ତାରା ଆସିବା ପରେ ଆମ ଜୀବନଧାରା ସଂପୂର୍ଣ୍ଣ ବଦଳିଯାଇଛି’

‘ଲାଗି ତୁଝ୍‌ସେ ଲଗନ’ ଫେମ୍ ମାହି ବିଜ୍ ଓ ତାଙ୍କ ସ୍ୱାମୀ ଜୟ ଭାନୁଶାଳୀ ଆଜିକାଲି ଘରେ ଅଧିକ ସମୟ ବିତାଉଛନ୍ତି । ଗତବର୍ଷ ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସିବା ପରେ ଏ
Read More...

୧୭୦ କି.ମି. ଚାଲିବା ପରେ ରାସ୍ତାରେ ପ୍ରସବ କଲେ ମହିଳା

ସତନା : କରୋନା ଭାଇରସ୍ ଏବଂ ଲକ୍ ଡାଉନ୍ ଭୟ ମଧ୍ୟରେ ଦେଶରୁ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଜାରି ରହିଛି । ଏହି ଶ୍ରମିକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ôଚବା
Read More...

ଆଗାମୀ ୬ ମାସ ମଧ୍ୟରେ ଭାରତରେ ୩ଲକ୍ଷ ଶିଶୁ ମୃତ୍ୟୁମୁଖରେ ପଡ଼ିବେ : ୟୁନିସେଫ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ବିଶ୍ୱର ପ୍ରାୟତଃ ସବୁ ଦେଶର ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ସମୟରେ କୋଭିଡ୍‌-୧୯ ଚିକିତ୍ସା
Read More...

ଲକ୍‌ଡାଉନ୍‌ରେ ଘରେ ବାସନ ସଫା କରିଥାନ୍ତି ସାହିଦ୍‌

ଗତକାଲି ସାହିଦ କପୁର ନିଜ ପ୍ରଶଂସକଙ୍କ ସହ ‘ଇଗ୍ଦଳ ଇଦ୍ଭଚ୍ଚଗ୍ଧଷସଦ୍ଭଶ ଝରଗ୍ଦଗ୍ଦସକ୍ଟଦ୍ଭ’ ରଖିଥିଲେ । ଏହି ସେସନ୍ସରେ ସାହିଦ ପ୍ରତ୍ୟେକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର
Read More...