Browsing Tag

#dumanikhabar

ଜମିକୁ ଜଳ ଯୋଗାଣ: ଏମଆଇ ବିଭାଗ କର୍ମଚାରୀଙ୍କ କ୍ଷେତ୍ର ପରିଦର୍ଶନ

କଲ୍ୟାଣସିଂହପୁର, : ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ କୃଷକଙ୍କ ଆର୍ଥିକ ଅବସ୍ଥା ବଢିବା ପାଇଁ ସରକାର କେନାଲ ଚେକ ଡ୍ୟାମ ଓ ପୋଖରୀ ପାଇଁ କୋଟି କୋଟି ଟଙ୍କା ପାଣି ଭଳି…
Read More...

ସବୁ କଲେଜରେ ଖୋଲିବ ଏନ୍‌ଏସ୍‌ଏସ୍‌ ଶାଖା

ଭୁବନେଶ୍ୱର, : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର…
Read More...

ମୁଖ୍ୟମନ୍ତ୍ରୀ ମକା ମିଶନର କ୍ରେତା-ବିକ୍ରେତା ବୈଠକ

ଭୁବନେଶ୍ୱର, : ଏଣିକି ନବରଙ୍ଗପୁର ଜିଲ୍ଲା ମକା •ଷୀମାନେ ସେମାନଙ୍କ ଉତ୍ପାଦିତ ମକା ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରବେ । ଏପରିକି ଅମଳ ମକା…
Read More...

୧୪ ଦିନିଆ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ୱର, : ଏକ ଓଡ଼ିଆ ଖବର ଚ୍ୟାନେଲର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ…
Read More...

ଭୟଙ୍କର ଭୂକମ୍ପରେ ଥରିଲା ନେପାଳ

କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୬୦ରୁ ଅଧିକ…
Read More...

ରତ୍ନଭଣ୍ଡାର : ୨୮ରେ ଲେଜର ସ୍କାନିଂ

ପୁରୀ: ଲେଜର ସ୍କାନିଂ ପାଇଁ ସହଯୋଗ ଯୋଗାଇ ଦିଆଯିବ । ଲେଜର ସ୍କାନିଂ ପାଇଁ ଯାହା ସହଯୋଗ ଆବଶ୍ୟକ ସେସବୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବ ବୋଲି…
Read More...

ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ଆଜି ବଡ଼ିଭୋରରୁ ପୁରୀ ଯାଇ ସାଢେ଼ ୪ଟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ…
Read More...

‘ନବୀନ ଓଡ଼ିଶା’ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ପଥ ପ୍ରଦର୍ଶକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ…
Read More...

ଆସିବେ ୩୧ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ୨୯ରେ ଓଡ଼ିଶା ପହଁଚିବେ ରଘୁବର ଦାସ | କହିଲେ ଓଡ଼ିଶା ବିକାଶର ଶୀର୍ଷରେ…

ଡୁମାଣି ଖବର :-୨୯ ତାରିଖରେ ରାଜଭବନରେ ପହଂଚିବେ ରଘୁବର ଦାସ ।ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ । ଓଡିଶାର ରାଜ୍ୟପାଳ କହିଛନ୍ତି କୌଣସି ଦାୟିତ୍ୱ କଠିନ…
Read More...

ଗୁଗଲ ପକ୍ଷରୁ ଋଣ ସେବା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ରସେବା ଆରମ୍ଭ କରିବାକୁ ଯାଉଛି ।ବ୍ୟାଙ୍କ୍ମାନଙ୍କ ପରି ଗୁଗଲଆପଣଙ୍କୁ…
Read More...