ତାରରେ ବିଲେଇ

0 51
କୋରାପୁଟ :  ବିଶ୍ୱାସ ନ ହେଲେ ଭି ସତ। ବିଦ୍ୟୁତ ତାରରେ ବସି  ଏଣୁ ତେଣୁ ଦେଖୁଚି ବିଲେଇ। ଯେଉ ବିଦ୍ୟୁତ ତାର ଛୁଇଲେ ବିପଦ ରହିଥାଏ କିନ୍ତୁ ସେଇ ବିଦ୍ୟୁତ ତାର ରେ ରେ ଆରମ ସେ ବସି ସମସ୍ତେ ଙ୍କୁ ଦେଖୁଚି ବିଲେଇ। ଟିକେ ଭି ଡର ଭୟ ନାହିଁ। ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ହେବ ବିଦ୍ୟୁତ ତାର ରେ ଯେମିତି ବସି ରହିଚି  ବିଲେଇଟି। ଗୁଆ ଗଛ ରେ ଚଡି ବିଲେଇ ଟି ବିଦ୍ୟୁତ ତାର ଉପରେ ବସି ରହିଚି। କୋରାପୁଟ ଜାତୀୟ ରାଜପଥ ଦେଇ ଯାଉଥିବା ଲୋକେ ବିଲେଇ ଟିକୁ ଦେଖି ପୋଲାଉଛନ୍ତି।
Leave A Reply

Your email address will not be published.