କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୧୪,୪୬୦ ନୂଆ ମାମଲା

PATNA, APR 21 (UNI):- Health worker collect swab samples of the passengers arriving from Maharashtra at a COVID-19 testing counter on Tuesday night, amid the rise in COVID-19 cases across the country, at Patna railway station, in Patna on Wednesday. UNI PHOTO-5U
63

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା  ମଧ୍ୟରେ  ୧,୧୪,୪୬୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୨୬୭୭ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୨,୮୮,୦୯,୩୩୯ ପହଂଚିଛି ।

ଆଜି  ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ  ସକ୍ରିୟ ରୋଗୀଙ୍କ ସଂଖ୍ୟା   ୧୪,୭୭,୭୯୯  ଥିବା ବେଳେ ବର୍ତମାନ ସୁଦ୍ଧା  ୧୪,୭୭,୭୯୯ଜଣ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ   ୨୦,୩୬,୩୧୧  ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା  ୩୬,୪୭,୪୬,୫୨୨  ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛିା

Comments are closed.