0 83

ଭୁଶୁଡିଲା ୩ ମହଲା କୋଠା : ୮ ମୃତ୍

facebook sharing button
twitter sharing button
messenger sharing button
sharethis sharing button

ଭିଓ୍ବାଣ୍ଡି ୨୧।୯: ମହାରାଷ୍ଟ୍ରର ଭିଓ୍ବାଣ୍ଡି ଧାମନକର ନାକା ନିକଟ ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି । ଫଳରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଉଦ୍ଧାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ରୁ ୬୦ ଲୋକ କୋଠା ତଳେ ଫସିଥିବା ସନ୍ଦେହ କରାଯାଉଛି ।

ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛି । ଏହି କୋଠାକୁ ପୌରପାଳିକା ଦ୍ବାରା ମଧ୍ୟ ନୋଟିସ୍ ଦିଆଯାଇଥିଲା । ଏହି କୋଠାରେ କ୍ଷମତାଠାରୁ ଅଧିକ ଲୋକ ରହୁଥିଲେ ।

Leave A Reply

Your email address will not be published.