ମଇ ୩୧ ପର୍ଯ୍ୟନ୍ତ ମହିଳା ଆୟୋଗର ସମସ୍ତ ଶୁଣାଣି ସ୍ଥଗିତ

77

ଭୁବନେଶ୍ୱର : କୋଭିଡ୍‌-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କର ଚଳିତ ମଇ ୨୧ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଶୁଣାଣିକୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Comments are closed.