ପଦମପୁର ସବଜେଲ୍ ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ

82

ବରଗଡ଼ : ପଦମପୁର ସବଜେଲ୍ ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୨୫ ଜଣଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ସେଥି ମଧ୍ୟରୁ ୮୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଚିହ୍ନଟ ପଜିଟିଭ୍ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସଡିଏମଓ । 

Comments are closed.