ମାହାଙ୍ଗା- ପି.ସ୍. ଆଶ୍ସୋସିଏସନ ଉଦ୍ଧଘାଟନ

54

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଏ କୋରନା କାଳରେ ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ଆଣିଛନ୍ତି ପ୍ରକାଶ ସାମଲ । କମ୍ପୁଟର ଟ୍ରେନିଂ ସହିତ ବିଭିନ୍ନ ପ୍ରୋଜେକ୍ଟ ୱର୍କ ଯୋଗାଇ ମାହାଙ୍ଗା ଓ ତାର ଆଖ ପାଖ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବା ହେଉଛି ଏହି ପି. ସ୍.ଆଶ୍ସୋସିଏସନର ମୂଳ ଲକ୍ଷ୍ୟ । ଗାଁ ଘାଳିରେ ଶିକ୍ଷିତ ପିଲାମାନେ ନିଜେ ଦୁଇ ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରିପାରିବେ ଓ କମ୍ପୁଟର ଶିକ୍ଷା ଗ୍ରହଣ ମଧ୍ୟ୍ୟ କରିପାରିବେ ଖୁବ ସ୍ୱଳ୍ପ ଫିସ ସହିତ ଏହି ଆଶ୍ସୋସିଏସନ ଏନ୍.ଜି.ସ୍ ଗ୍ରୁପ ମାନଙ୍କ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇବ ବୋଲି ଆଶ୍ସୋସିଏସନର ଅଦକ୍ଷ୍ୟ ପ୍ରକାଶ ବାବୁ ପ୍ରତିଶୃତି ଦେଇଛନ୍ତି । ଏହି ସେଣ୍ଟରରେ ବିଭିନ୍ନ ଅନଲାଇନ କାର୍ଯ୍ୟ ମଧ୍ୟ୍ୟ ହୋଇପାରିବ ଯେମିତି ଆଧାର ସଂଶୋଧନ, ଅନଲାଇନରେ ପି.ଫ୍ ଉଠାଇବା ପରି ସେବା ମଧ୍ୟ୍ୟ ଯୋଗାଇ ଦିଆଯିବ ।

Comments are closed.