ରାଜ୍ୟରେ ବଢୁଛି ଅପରାଧିକ ମାମଲା

0 82

ଭୁବନେଶ୍ୱର : ରାଜ୍ୟରେ ଆପରାଧିକ ମାମଲା ବଢୁଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଏହା ସ୍ପଷ୍ଟ ହୋଇଛି ।

ବିଧାୟକ ଗଣେଶ ରାମ ସିଂ ଖୁଂଟିିଆଙ୍କ ପ୍ରଶ୍ନର ଉତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ – ୨୦୧୯ ରେ ୧ ଲକ୍ଷ ୨୧ ହଜାର ୫୨୫ ହଜାର ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି ।

Leave A Reply

Your email address will not be published.