ଆର.କେ ଶର୍ମା ସ୍ୱାସ୍ଥ୍ୟ ଏସିଏସ୍ ଭାବେ ଅତିରିକ୍ତ ଦାୟିତ୍ୱ

70

ଭୁବନେଶ୍ୱର : କୃଷି ଉତ୍ପାଦନ କମିଶନର ଆର.କେ ଶର୍ମା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍) ର ଅତିରିକ୍ତ ଦାୟିତ୍ୱରେ ରହିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଶନିବାର ଦିନ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଦାୟିତ୍ୱରେ ଥିବା ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।

Comments are closed.