୩ ବର୍ଷରେ ୧୫,୩୮୬ ଜୀବନ ନେଇଛି ସଡ଼କ ଦୁର୍ଘଟଣା

75

ଭୁବନେଶ୍ୱର : ରାଜ୍ୟରେ ଗତ ୩ ବର୍ଷରେ ୧୫,୩୮୬ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାକୁ ଜଣାଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୮ରେ ୫୩୧୫ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ୨୦୧୯ରେ ୫୩୩୩ ଜଣ ଏବଂ ୨୦୨୦ ରେ ୪୭୩୮ ଜଣ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ ସଡକ ଦୁର୍ଘଟଣା ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି ।

Comments are closed.