୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

0 79

କଟକ ୧୨/୧: ହାଇକୋର୍ଟ ୫ ଦିନ ସଟଡାଉନ । ଆସନ୍ତାକାଲିଠୁ ଅର୍ଥାତ୍ ଗୁରୁବାରଠୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏମିତି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.