ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ

0 44

ଚିଲିକା : ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଫସି ରହିଲେ ୫୦ରୁ ଅଧିକ ଯାତ୍ରୀ, ଦିନ ୨ଟାରେ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯିବାବେଳେ ମଝିରେ ଅଟକି ଯାଇଥିଲା । ଜୁଆର ଯୋଗୁଁ ପାଣି କମ ଥିବାରୁ ଭସାପୋଲ ଚ୍ୟାନେଲରେ ଅଟକି ଗଲା ମେସିନ । ପ୍ରାୟ ୩୦ ମିନିଟ ରହିବା ପରେ ପୁଣି ଚାଲିଲା ଭସାପୋଲ ।

Leave A Reply

Your email address will not be published.