ନନ୍ଦନକାନନ ପାଚେରୀ ଭାଙ୍ଗି ପସିଲା ଦନ୍ତା

0 65

ବାରଙ୍ଗ ୧୨।୨: ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା ହାତୀ ।  ନନ୍ଦନକାନନ ପଛ ପଟ ପାଚେରୀ ଭାଙ୍ଗି ପରିସରକୁ ପସିଥିଲା ଦନ୍ତା ।  ଟୟ ଟ୍ରେନ୍ ଧାରଣା ଉପରେ ଆସି ବୋଟ୍ ଘାଟ ପର୍ଯ୍ୟନ୍ତ ଯାଇ ସେଠାରୁ ବାଘ ସଫାରୀ ପଛପଟେ ଥିବା ହମିରା ଟାଙ୍କି ନିକଟରେ ଏବେ ରହିଛି । ତେବେ ନନ୍ଦନକାନନର ବିଶେଷ କ୍ଷୟକ୍ଷତି କରିନାହିଁ । ହାତୀକୁ ଘଉଡାଇବା ପାଇଁ ବନ କର୍ମଚାରୀ ଜଗି ରହିଛନ୍ତି ।

Leave A Reply

Your email address will not be published.