Daily Archives

April 11, 2022

ଟ୍ରକ ଚୋରି ରାକେଟ୍‌ର ପର୍ଦ୍ଦାଫାଶ: ୪ ଗିରଫ

ବଡ଼ବିଲ ୧୧।୦୪ : ଟ୍ରକ୍ ଚୋରି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଏକ ଟିପ୍ପରକୁ ଝାଡଖଣ୍ଡର ଜଗନ୍ନାଥପୁର ଅଞ୍ଚଳରୁ ଉଦ୍ଧାର କରିଛି ଯୋଡ଼ା ପୋଲିସ୍ ।
Read More...

ରାଜ୍ୟରେ ୨୪ ଘଣ୍ଟାରେ ୧୨ କରୋନା ପଜିଟିଭ୍

ଭୁବନେଶ୍ୱର ୧୧।୦୪ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୬୪ ଜଣକୁ
Read More...