ପୁରୀ ସମୁଦ୍ରରେ ଭାସିଯାଇ ପର୍ଯ୍ୟଟକ ନିଖୋଜ

0 69

ପୁରୀ, ୧୨ ଜୁନ୍ – ପୁରୀ ସମୁଦ୍ରରେ ଭାସିଯାଇ ଜଣେ ପର୍ଯ୍ୟଟକ ନିଖୋଜ ଅଛନ୍ତି । ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବାହିନୀ ସମୁଦ୍ରରେ ଖୋଜାଖୋଜି ଜାରୀ ରଖିଛନ୍ତି । ତେବେ ଅଦ୍ୟାବଧି ନିଖୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଆଜି ପୂର୍ବାହ୍ନରେ ସେ ସ୍ଵର୍ଗଦ୍ଵାର ନିକଟ ସମୁଦ୍ରରେ ଗାଧୋଉଥିବା ବେଳେ ଉଚ୍ଚ ଲହଡ଼ିରେ ଭାସି ଯାଇଥିଲେ ।

Leave A Reply

Your email address will not be published.