ଭୁବନେଶ୍ବର, 15 ଜୁନ – ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ମ୍ୟାଚ ଭୁବନେଶ୍ୱରରେ ଖେଳାଯିବ, । ଭାରତର ସମସ୍ତ ୩ଟି ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଏହି ବ ଲିଗ୍ ମ୍ୟାଚ ଖେଳା ଯିବ ବୋଲି ସୂଚନା ଦିଆଯାଇଛି ।
Recover your password.
A password will be e-mailed to you.