୧୬ରୁ ୟୁଜିସି ନେଟ୍‌ ପରୀକ୍ଷା

0 67

ଭୁବନେଶ୍ୱର, ୧୪ା୯(ଡିକେ ନ୍ୟୁଜ): ୟୁଜିସି ନେଟ୍‌ ଜୁନ-୨୦୨୨ ସେକ୍ସନ ପରୀକ୍ଷା ୧୬ରୁ ୩ଦିନ ପର୍ଯ୍ୟନ୍ତ ·ଲିବ । ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଡମିଟ କାର୍ଡ ଏନ୍‌ଟିଏ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି । ବିଦ୍ୟାର୍ଥୀ ୱେବ୍‌ସାଇଟ୍‌କୁ ଯାଇ ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଆଡମିଟ୍‌ କାର୍ଡ ବାହାର କରିପାରିବେ । ୧୬ରେ ପ୍ରଥମ ସିଫ୍ଟରେ ପୃଥିବୀ, ବାୟୁମଣ୍ଡଳ, ମହାସାଗର ଏବଂ ଗ୍ରହ ବିଜ୍ଞାନ ଏବଂ ପ୍ରଥମ ସିଫ୍ଟରେ ପଦାର୍ଥ ବିଜ୍ଞାନ ସହ ଦ୍ୱିତୀୟ ସିଫ୍ଟରେ ଗଣିତ ବିଷୟ ପରୀକ୍ଷା ରହିଛି । ୧୭ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟ ଜୀବ ବିଜ୍ଞାନ ଏବଂ ୧୮ରେ ରାସାୟନିକ ବିଜ୍ଞାନ ପରୀକ୍ଷା ରହିଛି ।

Leave A Reply

Your email address will not be published.