ପିଏମ କିସାନ ସମ୍ମାନନିଧି ଯୋଜନା ୧୫ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

Prime Minister released the 15th installment of PM Kishan Sanmmanidhi Scheme

0 53

ନୂଆଦିଲ୍ଲୀ,୧୫ା୧୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରି ଏହି ଅବସରରେ ୧୫ତମ କିସ୍ତି ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ୧୮୦୦୦ କୋଟି ଟଙ୍କା ମୂଲ୍ୟର ୮ କୋଟିରୁ ଅଧିକ ଚାଷୀଙ୍କୁ ଉପକୃତ କରିବା ପାଇଁ ଏହି ରାଶି ବଣ୍ଟନ କରିଛନ୍ତି ।

Leave A Reply

Your email address will not be published.