ଅଦା ଏବଂ ଏହାର ଉପକାରିତା ବିଷୟରେ ଜାଣିଛନ୍ତି କି ? ଆସନ୍ତୁ ଜାଣିବା !

Do you know about ginger and its benefits? Let's find out!

0 53

ଆପଣ ନିୟମିତ ଅଦା ଖାଉଛନ୍ତି କି ?? ଅଦା ଖାଇବା ଦ୍ୱାରା କଣ ହୁଏ | ଆସନ୍ତୁ ଜାଣିବା  |

ଅଦା କୁ ଇଂରାଜୀରେ ଭାଷାରେ ଜିଞ୍ଜର କୁହାଯାଏ | ଜଣେ ବ୍ୟକ୍ତି ନିଜ ଶରୀର ସ୍ଥିତି ଅନୁସାରେ ଗୋଟେ ଚାମଚ ରୁ ଦୁଇ ଚାମଚ ଅଦା ରସ ଦୈନଦିନ ସେବନ କରିପାରିବେ |

ଅଦାରେ ଭିଟାମିନ୍ ସି, ବି 6, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ନିୟାସିନ୍ ରହିଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ |

ଅଦା ହଜମ ପ୍ରକ୍ରିୟାକୁ ଶକ୍ତ କରେ ଏବଂ ହଜମକୁ ଉନ୍ନତ ରଖିବାରେ ସାହାଯ୍ୟ କରିଥାଏ |ଅଦା ଥଣ୍ଡା ଏବଂ କାଶରେ ଆରାମ ଦେଇପାରେ, କାରଣ ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି | ଅଦା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ | ଅଦାରେ ଉପସ୍ଥିତ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ  ଶରୀରର ଯନ୍ତ୍ରଣା କିମ୍ବା ଫୁଲାକୁ କମାଇବା ପାଇଁ ବ୍ୟବହାର କରାଯାଇପାରେ |ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ  ଏବଂ ବାର୍ଦ୍ଧକ୍ୟକୁ ରୋକିବାରେ ସାହାଯ୍ୟ କରିଥାଏ | ଅଦା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ , ଯାହା ଶରୀରକୁ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଦେବା ସହିତ ରୋଗରୁ ରକ୍ଷା କରିଥାଏ  |

Leave A Reply

Your email address will not be published.