ନୂତନ ବର୍ଷ ୨୦୨୪ ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

Prime Minister's best wishes to all for the new year 2024

0 60

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ୨୦୨୪ର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

Wishing everyone a splendid 2024! May this year bring forth prosperity, peace and wonderful health for all.

— Narendra Modi (@narendramodi) January 1, 2024
“ସମସ୍ତଙ୍କୁ ଏକ ଚମତ୍କାର ୨୦୨୪ କାମନା କରୁଛି! ଏହି ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି, ଶାନ୍ତି ଏବଂ ସୁନ୍ଦର ସ୍ୱାସ୍ଥ୍ୟ ଆଣୁ ।

Leave A Reply

Your email address will not be published.