ଶୁଭେଚ୍ଛା ଜଣାଇଲେ ନବୀନ

0 89

ଭୁବନେଶ୍ୱର, ୨୩ା୯ (ଡିକେ ନ୍ୟୁଜ୍‌): ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ଭାରତୀୟ ହକି ଇଣ୍ଡିଆ ସଭାପତି ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ଅନ୍ତୁଡିଶାଳରୁ ଆସି ନିଜେ ଜଣେ ପ୍ରତିଷ୍ଠିତ ଖେଳାଳି ହୋଇଥିବା ଶ୍ରୀ ତିର୍କୀ ଭାରତୀୟ ହକିକୁ ନୂଆ ଶୀର୍ଷକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି ।

Leave A Reply

Your email address will not be published.