୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକାର ପ୍ରଥମ ବ୍ୟବହାର ଅ ।ଶା କରାଯାଇପାରିବ ନାହିଁ: “ହୁ’

0 88

ନୂଅ ।ଦିଲ୍ଲୀ: କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି । ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା ଟିକା ଉପରେ ଗବେଷଣା ଅ ।ରମ୍ଭ କରିଛନ୍ତି । ଭାରତ ସମତେ କିଛି ଦେଶ ଏବେ କୋଭିଡ୍ ଟିକାର ମାନବ ପରୀକ୍ଷଣ ଅ ।ରମ୍ଭ କରି ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଅ ।ଶା କରାଯାଉଛି । କିନ୍ତୁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଷେଶଜ୍ଞ କିଛି ଭିନ୍ନ ମତ ରଖିଛନ୍ତି । ଅନୁସନ୍ଧାନକାରୀମାନେ କୋଭିଡ -୧୯ ପାଇଁ ଟିକା ବିକଶିତ କରିବାରେ ଭଲ ଅଗ୍ରଗତି କରୁଛନ୍ତି, ଏହାର ମାନବ ପରୀକ୍ଷଣ ଏବେ ଅ ।ରମ୍ଭ ହୋଇଯାଇଥିଲେ ମଧ୍ୟ ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ବ୍ୟବହାର ଅ ।ଶା କରାଯାଇପାରିବ ନାହିଁ ବୋଲି ବିଶ୍ୱ୍ୱ ସ୍ୱାସ୍ଥ୍ୟ ସଂଗଠନ (\”ହୁ\’)ର ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.