କମିଶନରେଟ୍ ପୋଲିସ୍‌ରେ ବଡ ଧରଣର ଅଦଳବଦଳ

0 70

ଭୁବନେଶ୍ବର :  କମିଶନରେଟ୍ ପୋଲିସ୍‌ର ଅଦଳବଦଳ ହୋଇଛି।କମିଶନରେଟ୍ ପୋଲିସ୍‌ର ୨ ଜଣ  ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ ଏବଂ ସୁବାସ ଚନ୍ଦ ମହାନ୍ତିଙ୍କ ବଦଳି ହୋଇଛି। ସେହିପରି ଥାନା ଅଧିକାରୀମାନଙ୍କ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। କମିଶନରେଟ୍ ପୋଲିସ୍‌ ଭରତ ଚରଣ ସାହୁ, ସରତ କୁମାର ସାହୁ, ଯୁବରାଜ ସ୍ବାଇଁ, ଅରୁଣ କୁମାର ସ୍ବାଇଁ, ଗିରିଜା ସଙ୍କର ଚକ୍ରବର୍ତ୍ତୀ, ବିଶ୍ବରଞ୍ଜନ ନାୟକ, ଦିପକ କୁମାର ମିଶ୍ର,  ଅଞ୍ଜଳି ଛୋଟରାୟ, ଦୟାନିଧି ନାୟକ, ବିରଞ୍ଚିନାରାୟଣ ପତି, ରଶ୍ମି ରଞ୍ଜନ ମହାପାତ୍ର,  ରବିନ୍ଦ୍ରନାଥ ମେହେର, ପଦ୍ମନାଭ ପ୍ରଧାନ ଏବଂ ହିମାଂଶୁ ଭୂଷଣ ସ୍ବାଇଁଙ୍କ ବଦଳି ହୋଇଛି। ସେହିପରି ୬ ଜଣ ଏସ୍‌ଆଇଙ୍କ ବଦଳି ହୋଇଛି। ସେମାନେ ହେଲେ ଏମ୍‌ଡି ଜାମସେଦ୍‌, ଶୁଭ୍ରାନ୍ତ କୁମାର ଜେନା, ସଙ୍ଗୀତା ଦାଶ, ସଞ୍ଜୁକତା ସାହୁ , ହରିକୃଷ୍ଣ ପ୍ରଧାନ ଏବଂ ଶୁଭଶ୍ରୀ ଶୁଭଶ୍ମିତା ଗୁରୁଙ୍କ ବଦଳି ହୋଇଛି। ସେହିପରି କମିଶନରେଟ୍‌ ପୋଲିସ୍‌ର ଜଣେ ଏଏସ୍‌ଆଇଙ୍କ ବଦଳି ହୋଇଛି।

Leave A Reply

Your email address will not be published.