ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁର ଲିଙ୍କ୍ ଉପରେ ତଦନ୍ତ କରିବ ସିବିଆଇ

0 75

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି । ସୁଶାନ୍ତ ସିଂଙ୍କ ମୃତ୍ୟୁ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁ ସମ୍ପର୍କରେ ସିବିଆଇ ତଦନ୍ତ କରିବ । ସୁଶାନ୍ତ ମାମଲାରେ ସାଲିଆନଙ୍କ ମୃତ୍ୟୁ ଦିଗର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଉପରେ ଅନୁସନ୍ଧାନ କରାଯିବ । ଏଥିପାଇଁ ସିବିଆଇ ଅଧିକାରୀମାନେ ଦିଶାଙ୍କ କମ୍ପାନୀ କର୍ମ·ରୀ ବଣ୍ଟି ସାଜଦେହଙ୍କୁ ପଚରାଉଚରା କରିବେ ।

Leave A Reply

Your email address will not be published.