ଅନୁରାଧା ପଡ଼ୱାଲଙ୍କ ପୁଅ ଆଦିତ୍ୟ ପଡ଼ୱାଲଙ୍କ ମୃତ୍ୟୁ

0 80

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ ଗାୟିକା ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟ ପଡୱାଲ ଶନିବାର ସକାଳେ କିଡନୀ ରୋଗରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ଆଦିତ୍ୟ ପଡୱାଲ ମଧ୍ୟ ସଙ୍ଗୀତ ସହ ଓତଃପ୍ରୋତଃ ଭାବେ ଜଡ଼ିତ ଥିଲେ ଏବଂ ଅନେକ ବଲିଉଡ ସଂଗୀତ ରଚନା କରିଛନ୍ତି । ଆଦିତ୍ୟଙ୍କ ବିୟୋଗରେ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ, ଗାୟକ ଆଦିତ୍ୟ ସିଂ ପ୍ରମୁଖ ସୋସିଆଲ ମିଡିଆରେ ସମବେଦନା ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.