ଆଜି ଭର୍ଚୁଆଲ୍‌ ଟୁର୍‌ରେ ଲୋଧା ଜନଜାତିଙ୍କ ଜୀବନଶୈଳୀ

0 71

ଭୁବନେଶ୍ୱର: କରୋନା ପର ପ୍ରକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ଜନଜାତି
ସଂଗ୍ରହାଳୟକୁ ଭିଡ଼ିଓ ମାଧ୍ୟମରେ ଦେଖିବାରବ୍ୟବସ୍ଥା କରା୩⁄୪ାଇଛି । ଦର୍ଶକମାନେ ଘରେବସି ଫେସବୁକ୍‌ ଓ ଟୁଇଟର
େ ପଜ୍ ଖୋଲି ରବିବାର ଅର୍ଥାତ୍‌ ଅକେଫାବର ୨୫ ତାରିଖ ଦିନ ‘ଲୋଧ୍ୟ’ ଜନଜାତିଙ୍କର ଜୀବନଶୈଳୀ ସଂ ପର୍କରେ ଜାଣି ପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଲୋକମାନେ ଓଡ଼ିଶାର ଆଦିମ ଜନଜାତି । ଏହି ଜନଜାତିର ଲୋକମାନେ ମୁଖ୍ୟତ… ଜଙ୍ଗଲରେ ରୁହନ୍ତି । ସେମାନଙ୍କର ସାମାଜିକ, ଅର୍ଥନୈତିକ ସ୍ଥିତି ଜହା ହେଉନା କାହିଁକି ଲୋକ ଜନଜାତିର ଲୋକମାନେ ଜଙ୍ଗଲରୁବିଭିନ୍ନ ଖାଦ୍ୟ ପଦାର୍ଥ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା’ନ୍ତି । ‘ଲୁଧ୍ୟକ’ ଶବ୍ଦରୁ ଲୋକ ଶବ୍ଦ ଆସିଛି । ଓଡ଼ିଶାରେ ଏହି ଜନଜାତି ଗୋଷ୍ଠୀ ମୁଖ୍ୟତ… ମୟୂରଭଞ୍ଜ ଅଞ୍ଚଳର ମାଳଭୂମି, ମୋରାଦା ଓ ଶୁଳିଆ ପଦାବ୍ଲକ୍‌ରେବସବାସ କରିଥା’ନ୍ତି ।

‘ଲୋଧ୍ୟ’ ଜନଜାତିଙ୍କର ମୁଖ୍ୟ େ ପଶା ହେଉଛି ସବାଇଘାସର ଦଉଡ଼ି ତିଆରି କରିବା ଓବାଉଁଶରେ କଳାବସ୍ତୁ ପ୍ରସ୍ତୁତ କରିବା । ଲୋଧ୍ୟମାନେ ଭଗବାନ, ମାତା ‘ବସୁମତୀ’, ‘ଶୀତଳ’ ‘ଚଣ୍ଡ’ ଦେବୀ ଆଦିଙ୍କୁବିଶ୍ୱାସ କରିଥା’ନ୍ତି । ଏହି ଜନଜାତି ଗୋଷ୍ଠୀଙ୍କର କେତେକ ପର୍ବ ନିର୍ଦ୍ଦିଷ୍ଟ ଦିନରେ ପାଳନ ହେଉଥିବାବେଳେ ଅନ୍ୟ ପର୍ବଗୁଡ଼ିକ ଟସର କୁକନ୍‌ ସଂଗ୍ରହ ପୂର୍ବରୁ ଅକେଫାବର ଓ ନଭେଞ୍ଚର ମାସରେ ପାଳିତ ହୋଇଥାଏ । କେତେକ ପର୍ବ ସାମାଜିକ ଓ ଅର୍ଥନୈତିକ ଆବଶ୍ୟକତା ଅନୁସାରେ ମଧ୍ୟ ପାଳିତ ହୋଇଥାଏ । ଗୋଲ୍‌ଡେନ୍‌ ଗ୍ରାସ୍‌ ନାମରେ ପରିଚିତ ‘ସବାଇ ଘାସ’ ମୟୂରଭଞ୍ଜ ଜିଲ୍ଲାରବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ପାର ̧ରିକ ଭାବେ ଲୋଧ୍ୟମାନେ ସବାଇଘାସର ଦଉଡି ତିଆରି କରିଥା’ନ୍ତି ।

ସେହି ଦଉଡିକୁ ସେମାନେ ନିଜେବ୍ୟବହାର କରିବା ପରେ ଅବଶିଷ୍ଟ ଦଉଡିକୁ ସ୍ଥାନୀୟବଜାରରେବିକି୍ର କରି ଅର୍ଥ ଉ ପାର୍ଜନ କରିଥା’ନ୍ତି । ସଂ ପ୍ରତି ‘ଲୋଧ୍ୟ’ ଜନଜାତିର ଲୋକମାନେବାଉଁଶରୁବିଭିନ୍ନ ନିତ୍ୟବ୍ୟବହାର୍୍ୟ ଜିନିଷ ତିଆରି କରୁଛନ୍ତି ।ବଜାରରେ
ଏହାର ଚାହିଦା ଅTMିକ । ସେମାନେ ଓ୍ୱାଲ ହ୍ୟାଙ୍ଗିଙ୍ଗ୍‌, େ ପନ୍‌ଷ୍ଟାଣ୍ଡ, ଘର ସଜାଇବା ନିମନ୍ତେ କୃତି୍ରମ ଫୁଲ, ଛୋଟ
ଖେଳଣା ୩⁄୪ଥା-ଶଗଡ଼ ଗାଡ଼ି, କାର୍‌ ଓ ହେଲିକା ପ୍‌ଟର ତିଆରି କରିବିକ୍ରୟ କରୁଛନ୍ତି । ଆଜିର ଭିଡ଼ିଓରେ ‘ଲୋଧ୍ୟ’
ଜନଜାତିଙ୍କ ସଂ ପର୍କରେ ଦେଖଣାହାରୀ ୩⁄୪ଥେଷ୍ଟ ଜ୍ଞାନ ଆହରଣ କରି ପାରିବେ ।

Leave A Reply

Your email address will not be published.