ରାଜ୍ୟରେ ୧୪୩୪ କରୋନା ପଜିଟିଭ ଚିହ୍ନଟ

A doctor wearing a protective gear takes a swab from a woman to test for coronavirus disease (COVID-19), in Dharavi, one of Asia's largest slums, in Mumbai, India, April 9, 2020. REUTERS/Francis Mascarenhas
0 81

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୪୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୩୩ ଓ ସ୍ଥାନୀୟ ଅଞ୍ଚଳରୁ ୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧୫,୭୪ରେ ପହଞ୍ଚିଛି। ୨,୮୬,୮୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩,୨୩୯ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୪୪ ଓ କଟକରୁ ୧୪୧। ଅନୁଗୁଳରୁ ୯୦, ବାଲେଶ୍ୱର ୯୯, ବରଗଡ ୬୫, ଭଦ୍ରକ ୩୧, ବଲାଙ୍ଗୀର ୬୬, ବୌଦ୍ଧ ୬, ଦେଓଗଡ ୫, ଢେଙ୍କାନାଳ ୨୧, ଗଜପତି ୬, ଗଞ୍ଜାମ ୧୭, ଜଗତସିଂହପୁର ୬୮, ଯାଜପୁର ୩୩, ଝାରସୁଗୁଡା ୩୧, କଳାହାଣ୍ଡି ୩୫, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୫୪, କେନ୍ଦୁଝର ୫୦, କୋରାପୁଟ ୨୫, ମାଲକାନଗିରି ୧୪, ମୟୁରଭଞ୍ଜ ୮୦, ନବରଙ୍ଗପୁର ୨୭, ନୟାଗଡ ୧୭, ନୂଆପଡା ୩୫, ପୁରୀ ୭୭, ରାୟଗଡ଼ା ୯, ସମ୍ବଲପୁର ୩୮, ସୋନପୁର ୧୨, ସୁନ୍ଦରଗଡ ୯୮ , ଷ୍ଟେଟ ପୁଲରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.