ବଦଳିଲେ ମାଲକାନଗିରି ଜିଲ୍ଲାପାଳ

0 83

ମାଲକାନଗିରି : ବଦଳିଲେ ମାଲକାନଗିରି ଜିଲ୍ଳାପାଳମନୀଷ ଅଗ୍ରୱାଲ।ତାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହେଲା ପରେ ତାଙ୍କୁ ବଦଳି କରାଯାଇଛି।ମନୀଷ ଙ୍କ ବଦଳରେ ୱାଇ ବିଜୟ ହୋଇଛନ୍ତି ମାଲକାନଗିରିର ନୂଆ ଜିଲ୍ଲାପାଳ । ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.