ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

0 79

ଭୁବନେଶ୍ୱର : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ଏହି ଘୋଷଣା କରିଛନ୍ତି । ତେବେ ଏସଆଇଟି ତଦନ୍ତ ସହିତ ଶ୍ରୀ ସାହୁଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ସମ୍ପର୍କିତ ଘୋଷଣା ସମୟରେ ବିରୋଧୀ ଦଳ ବିଧାୟକମାନେ ହୋହଲ୍ଲା ଜାରି ରଖିଥିଲେ ।

Leave A Reply

Your email address will not be published.