ନାବାଳକ ନିଖୋଜ ଘଟଣା; ତଦନ୍ତ ଜାରି

0 67

ବାରଙ୍ଗ – ଗତ ୧୫ ତାରିଖରେ ବାରଙ୍ଗ ଥାନା ଅନ୍ତର୍ଗତ ଗୁଆକୁଳିମୁଣ୍ଡିଆରୁ ଏକ ନାବାଳକ ସିପୁ ବେଶ୍ରା ନିଖୋଜ ହେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଠି କରିଥିବା ବେଳେ ଏ ସଂକ୍ରାନ୍ତରେ ତାଙ୍କ ମା ମାଳତି ବେଶ୍ରା ଗତକାଲି ଗୁରୁବାର ବାରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଗୋଡିସାହି ଫାଣ୍ଡି ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ଗୋଡିସହି ଫାଣ୍ଡି ଏସ୍ ଆଇ ସୁବାଶ ଚନ୍ଦ୍ର ମଲ୍ଲିକ ଏଏସ୍ଆଇ ସମିର କୁମାର ମହାପାତ୍ର ସିପୁଙ୍କ ମା ଙ୍କ ସହାୟତାରେ ସେ ଯାଉଥିବା ସ୍ଥାନକୁ ଯାଇ ଅନୁସନ୍ଦାନ ଚଳାଇଛନ୍ତି ।

Leave A Reply

Your email address will not be published.