ନୂତନ ବର୍ଷ-୨୦୨୧ ହାର୍ଦ୍ଦିକ ଅଭିନନ୍ଦନ

0 62

ନୂତନ ବର୍ଷ-୨୦୨୧ ଆପଣମାନଙ୍କୁ ସୁଖ, ସମୃଦ୍ଧି ଦେଉ । ଆପଣଙ୍କ ଚଲାପଥ କୁସୁମିତ ହେଉ । କରୋନା ମହାମାରୀର ପ୍ରକୋପରୁ ବିଶ୍ୱବାସୀ ତ୍ରାହି ପାଆନ୍ତୁ, ଏହାହିଁ ମୋର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଏଥି ସହ ଅଗଣିତ ପାଠକ ପାଠିକା, ବିଜ୍ଞାପନଦାତାଙ୍କୁ ମୁଁ ଏବଂ ମୋର ‘ଡୁମାଣୀ ଖବର’ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

Leave A Reply

Your email address will not be published.