ପ୍ରେମ ପ୍ରତାରଣା ଓ ଆଥô୍କ କାରବାର ପାଇଁ ପ୍ରେମିକା ହତ୍ୟା କଲା ପ୍ରେମିକ କୁ !

0 78

ଧର୍ମଗଡ,୦୭/୦୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା  ଅନ୍ତଗତ ବଡଘୁମର ଗାଁରେ ଲିଲାନିଧô୍ ସୁନାନୀ ମର୍ଡରର ରହସ୍ୟ  କଲାହାଣ୍ଡି ଆରକ୍ଷ ଅଧô୍କାରୀ ଦୀର୍ଘ ୫ଦିନ ପରେ  ଖୁଲାସା କରିଛନ୍ତି ।  ସୂଚନା ଅନୁଯାଇ  ଏକ ଅଜଣା ଫୋନ କଲ ପାଇଁ  ଗତ ୨ ତାରିଖ ଦିନ ସକାଳୁ ଲିଲାନିଧô୍ ନିଜଘରୁ ବାହାରିଥô୍ଲା  ମଟର ସାଇକେଳ ଘରୁ  ବାହାରିଥô୍ଲା   ଭୋଜି କରିବାକୁ ଯାଉଛି । ତେବେ ୪ ତାରିଖ ସକାଳୁ ଗାଁ ରୁ ୩ କିମି ଦୂରରେ ଥô୍ବା କେନାଲ ରେ କ୍ଷତାକ୍ତ ଅବସ୍ଥାରେ ଲିଲାନିଧô୍ର ମୃତ ଦେହ ପଡି ଥô୍ଲା  ।  ଏଥô୍ରେ ମୁଣ୍ଡକୁ ଛେଚିବା ସହ ଗଲାକାଟି ହତ୍ୟା  କରାଯାଇଥô୍ବା  ନେଇଁ ମୃତଙ୍କ ବାପା ଫକାର ମୋହନ ସୁନାନୀ ଧର୍ମଗଡ ଥାନା ରେ ଏତଲା ଦେଇଥô୍ଲେ । ଏହି ଏତଲା କୁ ଭିତ୍ତିକରି ଧର୍ମଗଡ ଫୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମି  କୁ ନେଇଁ ଏହି  ରହସ୍ୟ ଉନ୍ମୋଚନ କରିଛି ।ପ୍ରେମ, ପ୍ରତାରଣା ଓଆର୍ଥୀକ କାରବାର ସ୍ପଷ୍ଟ ହୋଇଛି ।  ସଂପୃକ୍ତ ପ୍ରେମିକା ହତ୍ୟା କରିଥô୍ବା ବୋଲି ଧର୍ମଗଡ ପୋଲିସ ଦ୍ୱାରା  ସ୍ପଷ୍ଟ କରାଯାଇଛି ।  ପୁଲିସ ସଂପୃକ୍ତ ପ୍ରେମକା କୁ ଗିରଫ କରି କୋର୍ଟ ଚାଲାଣ କରିବା ବେଳେ ହତ୍ୟାରେ ବ୍ୟବହାର ହୋଇଥô୍ବା ପଥର, ଛୁରା, ମୋବାଇଲ ଫୋନ ଏବଂ ଅଳଙ୍କାର ଜବତ କରିଛି । ଧର୍ମଗଡ ଉପଖଣ୍ଡ ପୋଲିସ ଆରକ୍ଷୀ ନାରାୟଣ ନାୟକ ଙ୍କ ତତ୍ତାବଧାନ ଥାନା ଅଧô୍କାରୀ ଟୁନା ସେଠି ଟିମ୍ଏହି ହତ୍ୟାକାଣ୍ଡ ର ବଡ ଖୋଲାସା କରିଥô୍ଲେ ।  ଜିଲ୍ଲାରେ  ପ୍ରଥମ ଥର ପାଇଁ ଜଣେ ମହିଲା ହତ୍ୟାକାଣ୍ଡ ଗଟାଇ ଥବା ନେଇ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଳଟିଛି । 
Leave A Reply

Your email address will not be published.