ବିଷାକ୍ତ ନାଗ ସାପ ଧରି ଚର୍ଚ୍ଚାରେ ଶିକ୍ଷିତ ଯୁବକ

0 65

ବାଙ୍କୀ: ବାଙ୍କୀ ଡମପଡା ବ୍ଲକ ର ଡମପଡା ଜଗନ୍ନାଥ ଛକ ନିକଟ ଜଣଙ୍କ ଘରୁ ଏକ ବିଷାକ୍ତ ନାଗସାପ କୁ ଅଞ୍ଚଳ ର ସାହସୀ ଯୁବକ ସମ୍ବିତ କୁମାର ମିଶ୍ର ଉଦ୍ଧାର କରିଛନ୍ତି। ସମ୍ବିତ କୁମାର ଙ୍କର ଏହି ସାହାସିକତା କୁ ନେଇ ସ୍ଥାନୀୟ ଅଧିବାସୀ ମାନଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି। ତେବେ ସୂଚନା ଥାଉ କି ଏହି ବିଷାକ୍ତ ସାପଟିକୁ ଉଦ୍ଧାର କରିଥିବା ଯୁବକ ଜଣକ ଗ୍ରାଜୁଏସନ କରିବା ପରେ ନିଜ ଗ୍ରାମ ରେ ରହି ଦୀର୍ଘ କେହି ମାସ ଧରି ଏଭଳି ଭାବେ ଗ୍ରାମର ଯେଉଁ କୌଣସି ଲୋକ ଙ୍କ ଘରେ ବିଷାକ୍ତ ସାପ ପଶିଲା ଖବର ପାଇବା କ୍ଷଣି ବିନା ସ୍ୱାର୍ଥ ରେ ପହଞ୍ଚି ଯାଇଥାନ୍ତି ସାପ ଉଦ୍ଧାର କରିବା ପରେ କେତେବେଳେ ନିଜେ ଜଙ୍ଗଲ ରେ ଛାଡିଦିଅନ୍ତି ତ ଆଉ କେତେବେଳେ ଧରିଥିବା ବିଷାକ୍ତ ସାପକୁ ବନବିଭାଗ କୁ ହସ୍ତାନ୍ତର କରିଦେଇଅନ୍ତି ବୋଲି କୁହନ୍ତି ଶ୍ରୀ ମିଶ୍ର କୁହନ୍ତି । ସଉକ ରେ ଏଭଳି ସାପ ଉଦ୍ଧାର କାର୍ଯ୍ୟ କରୁଛି ଏଥିରେ ମୋର କୌଣସି ସ୍ୱାର୍ଥ ନାହିଁ. ଜନସାଧାରଣ ଙ୍କ ଅସୁବିଧାରେ ଗୁଣ୍ଡୁଚି ମୂଷା ଭଳି କିଛି ସେବା କରିବା ପାଇଁ ମୋର ଜୀବନର ଲକ୍ଷ୍ୟ ରହିଛି।

Leave A Reply

Your email address will not be published.