ଅଦୈତ୍ୟ ଫାଉଣ୍ଡେସନ୍ ପକ୍ଷରୁ ଅସହାୟଙ୍କୁ କମ୍ବଳ, ଶାଢୀ ଓ ପଲିଥିନ୍ ବଣ୍ଟନ

0 70

 ବାଙ୍କୀ:ସାମାଜିକ ଅନୁଷ୍ଠାନ ଅଦୈତ୍ୟ ଫାଉଣ୍ଡେସନ୍ ପକ୍ଷରୁ ଡମପଡ଼ା ବ୍ଲକ ଶିମିଳିପୁର ଗ୍ରାମପଂଚାତର କରବର ମକୁନ୍ଦପୁର ଗ୍ରାମରେ ୪୦ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ, ଶାଢୀ ଓ ପଲିଥିନ୍ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ମହାସଚିବ ନଳିନୀ କୁମାର ରାୟଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ତାପସ କୁମାର ଦ୍ୱିବେଦୀ , କାର୍ଯ୍ୟନିର୍ବାହୀ ସଦସ୍ୟା ମଞ୍ଜୁଲତା ଜେନା,  କୃଷ୍ଣ ଚନ୍ଦ୍ର ମଙ୍ଗୁଆଳ, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର, ଶୁଭେନ୍ଦୁ ମହାପାତ୍ର,ପ୍ରତାପ ନାୟକ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ

Leave A Reply

Your email address will not be published.