କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସେବା ବିପର୍ଯ୍ୟସ୍ଥ

0 129

 କଲ୍ୟାଣ ସିଂହପୁର, ତା ୦୮/୦୨ : ରାୟଗଡା  ଜିଲ୍ଲା କାଶୀପୁର  ବ୍ଳକ ର ମୁଖ୍ୟ ହସ୍ପିଟାରେ  ଦୁଇ  ଏମ ବି ବି ଏସ ଡାକ୍ତର ନେତ୍ରା ନନ୍ଦ ନାୟକ  ଏବଂ  ଡାକ୍ତର ରାମନା  ରାଓ . ରୋଗୀ ସେବା ଛାଡି କ୍ରିକେଟ ଖେଳ ରେ  ଜଡିତ ଥିବl ଅଭିଯୋଗ ଆସିଛି  ଗତ କାଲି  ସୁରୁଗଞ୍ଜl ନିକଟରେ  ଏକ  ମର୍ମଦନ୍ତ ସଡ଼କ ଦୃଘଟଣା ଘଟି ଯାଇଛି ଖବର ପାଇ କାଶୀପୁର ପୋଲିସ  ଅଗ୍ନିଶମ ବିଭାଗ  ଘଟଣା ସ୍ଥ ଳ  ରେ ପହଂଚି ଆହତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲ ପଠାଇ ଥିଲେ . ଦୁର୍ଘଟଣା ରେ ୨୦ ରୁ ଅଧିକ ଆହତ ହୋଇଛନ୍ତି . ଆହତ ମାନଙ୍କ ମଧ୍ୟ୍ୟ ରୁ ପାଞ୍ଚ ଜଣ ଗୁରତ୍ୱର ହୋଇ ଥିବl ବେଳେ ସେମାନଂକୁ  ଅଧିକ ଚିକିତ୍ସା ପାଇଁ  ରାୟଗଡ଼l ମୁଖ୍ୟ ଚିକିତ୍ସା ଳୟ  କୁ ପଠା ଯାଇଥିଲା  ଠିକ ଏହି ସମୟ ରେ  ରାୟଗଡା  ଜିଲ୍ଲା ପରିଷଦ ଅଧକ୍ଷ୍ୟ  ଶ୍ରୀଯୁକ୍ତ ଗଙ୍ଗା ଧର ପୁଆଳ . ଆହତଙ୍କୁ   ଦେଖୀ ବା ପାଇଁ ଆସିଥିଲେ ସେ ଆସି ଦେଖିଲା ବେଳକୁ ଜଣେ ଡାକ୍ତର ହିଁ  ସେଠାରେ ଥିବା ଦେଖୀ ଆଉ କେହି ନୁହଁନ୍ତି  କି ବୋଲି ପଚାରି ଥିଲେ  ଆଉ ଯେଉଁ ଦୁଇ ଯୁବ ଡାକ୍ତର ସେମାନେ କ୍ରିକେଟ ଖେଳରେ ବ୍ୟସ୍ତ ଥିବl ଖବର ପାଇ  ସେମାନଂକୁ ଡକାଇ ଥିଲେ ପ୍ରାୟ ୧ଘଣ୍ଟା ପରେ ଡାକ୍ତର ଦୁଇ ଆସି ପହଂଚି ଥିଲେ  ଏବଂ ସେମାନଙ୍କୁ ଅଧକ୍ଷ  ପଚାରି ବାରୁ ଏବେ ଆମ ଡିଉଟି ନାହିଁ  ଆମେ ଡାକ୍ତର ବୋଲି ଆମର  ଆଉକିଛି କାମ ନାହିଁକି ବୋଲି  ଅଧକ୍ଷ  ଙ୍କୁ ଦୁର୍ବ୍ୟବହାର କରିଥିଲେ ପ୍ରକାଶ ଥାଉ କି କାଶୀପୁର ଠାରେ ଏକ  କାଶୀପୁର ପରିମିୟର  ଲିଗ  କ୍ରିକେଟ ଟୁର୍ନାମେଣ୍ଟ  ୭.୨.୨୧ ଠାରୁ ଆରମ୍ଭ ହୋଇଛି  ସେଥିରେ  ଦୁଇ ଡାକ୍ତର ଙ୍କ  ଦୁଇ ଟିମ  ମଧ୍ୟ୍ୟ    ଅଛନ୍ତି  ତେଣୁ ଦୁଇ ଡାକ୍ତର ପ୍ରାୟ ସମୟ  ହସ୍ପିଟାଲ ରେ  ନ ରହି କ୍ରିକେଟ କୁ ଅଧିକ ଧ୍ୟାନ  ଦେଉଥିବାରୁ  ରୋଗୀ ସେବା  ରେ ବାଧା ପ୍ରାପ୍ତ ହେଉ ଥିବାର  ନଜର  କୁ ଆସୁଛି  ଏଠାରେ ଡାକ୍ତର ନାୟକ  ଯିଏ କି  ଏମ ଓ  ଅଛନ୍ତି  ସିଏ କେବେ ବି ଆଉଟ ଦରରେ ବସୁ ନାହାନ୍ତି   ପ୍ରାୟ ତ ସବୁ ବେଳେ ସେ ମିଟିଙ୍ଗ  ରେ ରାୟଗଡା ଯାଉଛନ୍ତି  ବାକି ସମୟ କ୍ରିକେଟ  ଆଉ କିଛି ସମୟ  ହସ୍ପିଟାଲ ରେ ଫାଇଲ ଚାଷ  ରେ ବ୍ୟସ୍ତ  ହେଲେ ସାଧାରଣ ରେ ପ୍ରଶ୍ନ ଯେ ଜଣେ ଏମ ବି ବି ଏସ ଡାକ୍ତର  ଯଦି ରୋଗୀ ସେବା ଛାଡି କିରାଣୀ କାମ  କରିବେ  କରିବେ  ଓ ଦୁଇ ଆୟୁଷ ଡାକ୍ତର ହସ୍ପିଟାଲ ଚଲାଇବେ  ତେବେ କଣ ଉନ୍ନତି ହେବ  ପ୍ରକାଶ ଥାଉ କି ଦୁଇ ଡାକ୍ତର ଙ୍କ ବିରଧୋ ରେ ଆଗରୁ ମଧ୍ୟ୍ୟ ଖବର କାଗଜ ରେ  ପ୍ରକାଶିତ ହୋଇସାରିଛି  ହେଲେ ଉପରସ୍ଥ ଅଧିକାରୀ ମଧ୍ୟ୍ୟ କେମେରା  ଆଗରେ କିଛି କହି ନଥିଲେ ଧମକ ପୂର୍ଣ୍ଣ ସ୍ୱର ରେ କହି ଥିଲେ  ଯେ ଏବେ ଡାକ୍ତର ମିଳୁ ନାହାନ୍ତି  ମୁଁ କୋଉଠୁ ଆଣିବି ବୋଲି ଉଚ୍ଚ ସ୍ୱର ରେ କହି ଥିଲେ  ପ୍ରକାଶ ଥାଉ  ରାୟଗଡା ସ୍ୱାସ୍ତ୍ୟ  ବିଭାଗରେ ଉପରସ୍ଥ ଅଧିକାରୀଙ୍କ ପକେଟ ଗରମ ହେଇଗଲେ  ସେ ଆଉ କାହାକଥା ଚିନ୍ତା କରିବେ ନାହିଁ କାଶୀପୁର ହସ୍ପିଟାଲ ରେ ସାଧାରଣ  ଜଣେ   ମେଲେରିଆ ପରୀକ୍ଷା କରିବା ପାଇଁ ମଧ୍ୟ୍ୟ ଜଣେ ନାହାନ୍ତି  ୧୨ ଜଣ ଡାକ୍ତର ରହିବା କଥା ହେଲେ ଅଛନ୍ତି  ୨ ଓ ଦୁଇ ଜଣ ଆୟୁଷ  ଡାକ୍ତର  ଦୁଇ ଆୟୁଷ ଡାକ୍ତର କ୍ନୁ ନେଇ ଚାଲିଛି କାଶୀପୁର ଗୋଷ୍ଠୀ ସ୍ଵାଥ୍ୟ  କେନ୍ଦ୍ର.  କିଛିମୁଷ୍ଟିମେୟ ବ୍ୟକ୍ତି ଓ ଜିଲ୍ଲା ସ୍ତରୀୟ  ଉପରିସ୍ଥ ଅଧିକାରୀ ଙ୍କୁ  ଧରି ମନମୁଖୀ ରେ ଚାଲିଛି ରୋଗୀ ସେବା

Leave A Reply

Your email address will not be published.