ଜନସନ ପେଡର ସଂପୂର୍ଣ୍ଣର୍ବାଥରୁମ ସମାଧାନ ପ୍ରଦାନ କରି ସଂପୂର୍ଣ୍ଣର୍ ନୂତନ‘ମେକ୍ସ ସିରିଜ’ ଲଞ୍ଚ

0 71

ନୂଆଦିଲ୍ଲୀ : ରୋକା ଗ୍ରୁପ ଅଧୀନରେ ଥିବା ଏକ ବ୍ରାଣ୍ଡଜନସନ ପେଡର ଆଜି ୧୦ବର୍ଷର ୱାରେଂଟି ସହିତ ସର୍ବାଧିକସ୍ଥାୟିତ୍ୱ, ଗୁଣବତା, ସୁଲଭତା ଏବଂ ନିଶ୍ଚିତତା ପ୍ରଦାନ କରି ସଂପୂର୍ଣ୍ଣ ନୂତନ ‘ମେକ୍ସ ସିରିଜ’ ଉତ୍ପାଦ ପରିସରର ଶୁଭାରମ୍ଭ ଘୋଷଣା କରିଛନ୍ତି । ସେନୱେରଫସିଟ,ପ୍ଲାଷ୍ଟିକ ଏବଂ ୱାଟରହିଟର ଆଦି ସମସ୍ତ ବାଥରୁମ ବଗ ର୍‘ମେକ୍ସ ସିରିଜ’ ଅନ୍ତର୍ଭୁକ୍ତ କରିଛି । ନୂତନ ଉତ୍ପାଦ ସିରିଜର ଶୁଭାରମ୍ଭ ସହିତ ଜନସନ ପେଡର ଏଟ୍ରଂ-ଲେଭଲ ସେଗମେଂଟଣ୍ଟରେ ସେମାନଙ୍କ ପକେଟ ପାଇଁ ସହଜ ଥିବାଉଚ୍ଚମାନର ବାଥରୁମ ଉତ୍ପାଦ ପାଇବାକୁଇଚ୍ଛାକରୁଥିବା ଗ୍ରାହକଙ୍କୁ ଟେପ କରିବାକୁ ଲକ୍ଷ୍ୟରଖିଛନ୍ତି ।

ସେନୱେର ପରିସର ଅନ୍ତର୍ଗତ ଉତ୍ପାଦଗୁଡିକରେକାନ୍ଥ ଝୁଲା ବେସିନରତିନୋଟି ପ୍ରକାର ଅନ୍ତର୍ଭୁକ୍ତ – ମେକ୍ସ ଏକ୍ସେଲ, ମେକ୍ସ ସ୍ପାର୍କଲ, ମେକ୍ସ ଗ୍ଲିମ ଓ ମେକ୍ସ ଗ୍ଲୋ ଏବଂ ପାଞ୍ଚ ପ୍ରକାର ୱାଟର କ୍ଲୋଜିଟ -ମେକ୍ସ ସ୍ପାର୍କଝୁଲା, ମେକ୍ସ ଆର୍କ ଏକକ ଖଣ୍ଡ, ଲୁକାୟିତ ରହିଥିବା ୟୁରୋପୀୟ ୱାଟର କ୍ଲୋଜିଟ ମେକ୍ସ ଡେଜ, ମେକ୍ସ ୟୁରୋପୀୟ ୱାଟର କ୍ଲୋଜିଟଖୋଲା ଏବଂ ମେକ୍ସ ସ୍କଏଟିଙ୍ଗ ପେନ । ବେସିନ ମିକ୍ସର, କାନ୍ଥ ଏବଂସିଙ୍କ ମିକ୍ସର , ବାଥ ସ୍ପାଉଟ ପାଇଁ ବିବଟେପ ଠାରୁ ଆରମ୍ଭ କରି ସନ୍ତୋଷଜନକ ପ୍ରିମିୟମ ଗୁଣବତା ଏବଂ ସୁଗମ କାର୍ଯ୍ୟକାରିତା ପାଇଁ୧୯ଟି ଝକଟ ‘ମେକ୍ସ ଫ୍ଲୋ’ ଅଧୀନରେ ଏହାର ଫସିଟ ସଂଗ୍ରହ କମ୍ପାନୀ ଲଂଚ କରିଛି , ଏହି ଫସିଟଗୁଡିକ ବାଥରୁମ ସ୍ପେସରେ ଲାଳିତ୍ୟ ପ୍ରଦାନ କରିଥାଏଏବଂ ନିଶ୍ଚିତତା ଓ ସ୍ଥାୟୀତ୍ୱ ପ୍ରଦାନ କରିଥାଏ । ଅଧିକନ୍ତୁ, ଏହି ଫସେଟ ଗୁଡିକ ସୁଗମ କାର୍ଯ୍ୟକାରିତା ଏବଂ ଦୀର୍ଘଜୀବନ ପାଇଁଏକ ସିରେମିକ ଆଭ୍ୟନ୍ତରୀଣ ମୁଣ୍ଡ ସହିତ ସୁଗମ ଫୋମ ଫ୍ଲୋ ଟେକ୍ନୋଲୋଜି ସହିତ ସଜ୍ଜିତ । ସାମ୍ପ୍ରତିକ ପରିସ୍ଥିତିରେସ୍ୱଚ୍ଛତା ଦୃଷ୍ଟିକୋଣକୁ ଦେଖିଲେ, ବ୍ରାଣ୍ଡ‘ସହଜ ବ୍ୟବହାରର ମେକ୍ସ ହାଇଜିନ’ ନାମକ ସେନ୍ସର ଫସିଟ ମଧ୍ୟ ଦେଇଛି ଯେଉଁଥିରେ ଊଉଓ ଉଭୟଇଉ-ଊଉରେ କାର୍ଯ୍ୟ କରୁଥିବା ଏକ ସ୍ତମ୍ଭ କକ ଅନ୍ତର୍ଭୂକ୍ତ ଅଟେ ।

‘ମେକ୍ସସିରିଜ’ର ଶୁଭାରମ୍ଭ ବିଷୟରେ ସୂଚନା ଦେଇ ଜନସନ ପେଡର’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀକେଇ ରଙ୍ଗନାଥନ କହିଲେ, ‘ଭାରତୀୟ ସେନିଟରୀ ୱେରବଜାରରବିକାଶ ସହିତ ସୁଲଭ ପରିସରରେ ଗୁଣବତା ଉତ୍ପାଦ ଏବଂ ସେମାନଙ୍କ ବାଥରୁମର ଲାଳିତ୍ୟକ୍ୱୋସଣ୍ଟ ବୃଦ୍ଧି କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଜନସନ ପେଡର ଏକ ବ୍ରାଣ୍ଡ‘ସ୍ମାର୍ଟର ଚଏସ’ ପ୍ରସ୍ତୁତ କରିଛନ୍ତି । ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏବଂ ସେମାନଙ୍କୁ ଆଧୁନିକ, ଷ୍ଟାଇଲିସ ଏବଂ ଅତ୍ୟାଧୁନିକ ବାଥରୁମ ଫିଟିଙ୍ଗ ଚୟନ କରିବାକୁ ଉତ୍ସାହିତ କରିବାକୁ ଆମର ମେକ୍ସ ସିରିଜ ଡିଜାଇନ ହୋଇଛି । ଏପରିକି ଏହିସଂଗ୍ରହକୁ ମେକ୍ସ ନାମ ମଧ୍ୟ ଉପଯୁକ୍ତ ଭାବରେ ବଂଟନ କରାଯାଇଛି, କାରଣଏହାସ୍ଥିରତା, ସୁଲଭତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣବତା ଉପରେଏହା ସର୍ବାଧିକ ଅଟେ । ଏପରିକି ମହାମାରୀରଚେଲେଞ୍ଜିଂସମୟରେ ମଧ୍ୟ ଜନସନ ପେଡର ଅଦ୍ଭୁତପୂର୍ବ ଅଭିବୃଦ୍ଧିର ସାକ୍ଷୀ ରହିଛନ୍ତି ଏବଂ ଉଚ୍ଚ ହାରରେ ବଢିବାରେଲାଗିଛନ୍ତି ।” ଇନବିଲ୍ଟ-ଥର୍ମୋଷ୍ଟେଟ, ଅଟୋ ଥେର୍ମଲ କାଟାଉଟ, ସୁରକ୍ଷା ଭେଲ୍ଭ, ଫ୍ୟୁଜିଂ ପ୍ଲାଗ, ସିଙ୍ଗଲୱେଲ୍ଡ ଟେଙ୍କ ଏବଂ ଶକ୍ତି ସଞ୍ଚୟ ପାଇଁ ଉଚ୍ଚ-ସାନ୍ଦ୍ରତା ଇନସୁଲେସନ ବୈଶିଷ୍ଟ୍ୟ ସହିତ ୬-୨୫କ୍ଷଗ୍ଧକ୍ସଗ୍ଦରେଇଞ୍ଜରୱାଟର ହିଟର’ର ଚାରିଟି ଭିନ୍ନ ଆକାରର ନୂତନ ପ୍ରକାର ମଧ୍ୟ ଏହିବ୍ରାଣ୍ଡ ମେକ୍ସ ଉପସ୍ଥାପିତ କରିଛି । ଜନସନ ପେଡର ଉତ୍ପାଦଗୁଡିକ ଅନ୍ୟତମ ସର୍ବୋତମ ଗୁଣବତା ଯାଞ୍ଚର ଅଧିନସ୍ଥହୋଇଥାଏ ଏବଂ ଉଦ୍ୟୋଗ-ମାନକ ନିର୍ଦ୍ଦେଶାବଳୀ ଅନୁଯାୟୀ ଉତ୍ପାଦିତହୁଏ ଯାହା ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣକରିବା ପାଇଁସେଗୁଡିକୁସ୍ଥାୟୀ କରିଥାଏ । ପେନ ଇଣ୍ଡିଆରେ‘ମେକ୍ସ ସିରିଜ’ରେଇଞ୍ଜ ଉତ୍ପାଦ ଉପଲବ୍ଧ ଅଟେ ।

Leave A Reply

Your email address will not be published.