ଓଡିଶା ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଲେ ଉପ ରାଷ୍ଚ୍ରପତି

84

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାୟଡୁ ଓଡିଶାର  ପ୍ରତିଷ୍ଠା ଦିବସରେ ଶୁଭକାମନା ଜଣାଇଛନ୍ତି ।

ସେ ଟ୍ବିଟ କରି କହିଛନ୍ତି ଯେ ଓଡିଶାର ସ୍ଥାପନା ଦିବସ ଅବସରରେ ପ୍ରଦେଶବାସୀଙ୍କୁ ସୁସ୍ଥ. ଶିକ୍ଷିତ, ତଥା ସୁଖମୟ ଉଜ୍ବଳ ଭବିଷ୍ୟତର କାମନା କରୁଛି । ଓଡିଶା ସମୃଦ୍ଧ ଓ ଆଧ୍ୟାତ୍ମିକ  ଏବଂ ଭକ୍ତି ପରମ୍ପରାର ପ୍ରଦେଶ । ଏଠାକାର ବାସ୍ତୁ, ବୈଭବ, ଶିଳ୍ପକଳା, ପ୍ରକୃତିର ଅତୁଲ୍ୟ ଐଶ୍ବର୍ଯ୍ୟ ଓଡିଶାକୁ ସହଜ ଭାବେ ଆକର୍ଷଣର କେନ୍ଦ୍ର ବିନ୍ଦୁ କରି ଥାଏ ।

Comments are closed.