ନରେନ୍ଦ୍ର ପୁଷ୍କରିଣୀ ଚର୍ତୁପାର୍ଶ୍ବରେ ୧୪୪ ଧାରା ଲାଗୁ ପାଇଁ ଏସପିଙ୍କ ତଦାରଖ

67

ପୁରୀ : ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚର୍ତୁପାର୍ଶ୍ବରେ ୧୪୪ ଧାରା ଲାଗୁ ହେବ । ଏଥିପାଇଁ ଆଜି ଏସପି କେ.ବିଶାଲ ସିଂହ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଁଚି ଏହାର ତଦାରଖ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏସଓପି, କୋଭିଡ ଗାଇଡ଼ ଲାଇନକୁ ପାଳନ କରାଯିବ । କେଉଁ ସ୍ଥାନରେ କେତେ ପୋଲିସ ରହିବେ ତାର ନିରୀକ୍ଷଣ କରିଥିଲେ ଏସପି ଶ୍ରୀ ସିଂହ । ୧୪୪ ଧାରା ପାଇଁ ପୋଲିସ ବନ୍ଦୋବସ୍ତ କିପରି ହେବ ତାହାର ତଦାରଖ କରିଥିଲେ ।

Comments are closed.