ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ତରଫରୁ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ

69

ନିଶ୍ଚିନ୍ତକୋଇଲି : ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କର୍ମେ ଏବଂ ମନ୍ତ୍ରୀଙ୍କ ତରଫରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ଥିବା ସମସ୍ତ ଅଟୋ ଚାଳକଙ୍କ ସହ ଟ୍ରଲୀ ଚାଳକ, ତଥା ସ୍ଥାନୀୟ ଅଞ୍ଚଳର ପ୍ରମୁଖ ମନ୍ଦିର, ଗ୍ରାମଦେବୀ ପୂଜକ, ମସଜିଦ, ଓ ଦିବ୍ୟଙ୍ଗ, ପିଲା ମାନଙ୍କୁ ମହାମାରୀ କୋରନା କାଳରେ ଗରିବ ବ୍ୟକ୍ତି ବିଶେଷ ମାନଙ୍କୁ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଏହି ମହାନ କାର୍ଯ୍ୟ ସମ୍ପାଦନରେ ବ୍ଲକ୍ ସଭାପତି ରମାକାନ୍ତ ମହାନ୍ତି, ଉପ ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ଓଝା ପ୍ରମୁଖଙ୍କ ସହଯୋଗ ପ୍ରଦାନ କରିଥିଲେ । ଏଥି ପାଇଁ ଅଟୋ ଚାଳକ, ଟ୍ରଲି ଚାଳକ, ମନ୍ଦିର ପୂଜକ, ମୁସଲମାନ ଭାଇ ଏବଂ ଡିବ୍ୟଙ୍ଗ ମାନେ ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କୁ ବହୁ ମାତ୍ରାରେ କୃତଜ୍ଞତା ଜଣେଇଛନ୍ତି ।

Comments are closed.