ପାରାଦ୍ୱୀପରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ

66

ପାରାଦ୍ୱୀପ : ସମ୍ଭାବ୍ୟ ବାତ୍ୟା ୟାସ୍ ପ୍ରଭାବ ପାରାଦ୍ୱୀପରେ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନ ୧୧ଟା ଠାରୁ ଘଡ଼ଘଡ଼ି ସହିତ ବର୍ଷା ଆରମ୍ଭ ହୋଇଯାଇଛି । ପବନର ବେଗ କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଗୋଟିଏ ପଟେ କରୋନା ମୁକାବିଲା ଓ ଅନ୍ୟପଟେ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଶାସନ ମଧ୍ୟ ସଜାଗ ହୋଇଉଠିଛି ।

Comments are closed.