ଧାମରା ଠାରେ ମୁତୟନ ହେଲେ ଏନଡିଆରଏଫର ସ୍ୱତନ୍ତ୍ର ଟିମ୍

73

ଭଦ୍ରକ : ସମ୍ଭାବ୍ୟ ବାତ୍ୟା ୟାସ୍ କୁ ନେଇ ପ୍ରଶାସନର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ଏନଡିଆରଏଫର ୪ଟି ଟିମ୍ ଗତକାଲି ଭଦ୍ରକରେ ପହଂଚିଛନ୍ତି । ସେମାନଙ୍କ ମଧ୍ୟରୁ ଏକ ସ୍ୱତନ୍ତ୍ର ଟିମ୍ କୁ ଅଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳିର ଧାମରା ଠାରେ ମୁତୟନ କରାଯାଇଛି ।

Comments are closed.