ପବିତ୍ର ବିଶ୍ୱକର୍ମା ପୂଜାରେ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

0 69

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ବିଶ୍ୱକର୍ମା ପୂଜାରେ ଶୁଭକାମନା ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ -ପବିତ୍ର ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ମଧ୍ୟରେ ନୂଆ ସମ୍ଭାବନାର ସଂରଚନା କରୁ । ପ୍ରତିଟି ଜୀବନ ଆଲୋକିତ ଏବଂ ମଙ୍ଗଳମୟ ହେଉ ।

Leave A Reply

Your email address will not be published.