ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ

0 69

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଆସିଷ୍ଟାଂଟ ଇଂଜିନିୟର ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ମୋଟ ପାଂଚଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରା ଯାଇଛି ।

ଭିଜିଲାନ୍ସ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ଆଜି ସକାଳେ ଭିଜିଲାନ୍ସର ପାଂଚଟି ଟିମ୍ ଚଢ଼ାଉ କରିଛି । ମିଟର ରିଡିଂ ବିଭାଗରଏସଡିଓ ଅଛନ୍ତି ମହେଶ୍ୱର ସେଠୀ ।

୨ଡିଏସପି ଓ ୫ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଅଛନ୍ତି । ତାଙ୍କ ସଂପତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି ।

Leave A Reply

Your email address will not be published.