ଟିକିରି : ରାୟଗଡ଼ା ଜିଲା କାଶୀପୁର ବ୍ଲକ କୁଟିଙ୍ଗଗୁଡା ପୋଲ ୬ ବଷ ହେଲା ସରୁନି । ଅଧାପାନ୍ତରିଆ ଅବସ୍ଥାରେ କାମ ପଡିରହିଛି। ବହୁ ଆସୁବିଧା ହେଉଛି । ତେଣୁ ଲୋକେ ଯାତାୟତରେ ବହୁ ଅସୁବିଧା ହେଉଛନ୍ତି। ଵିଶେଷ କରି ବଷା ଦିନ କାଦୁଅ ଥିବା ଯୋଗୁ ଲୋକେ ଵହୁତ ଅସୁବିଧା ହେଉଛନ୍ତି। ଏହି ନେଇ ବି ଗତଦିନରେ ବିଭାଗିୟଯନ୍ତ୍ରୀ ପଚାରି ବୁଝିଥିଲୁ ସେ କହିଥିଲେ ଯେ, ପୋଲର ଡିଜାଇନ ପରିବତ୍ତନ କରାଯିବା ପରେ ଏହା ଅନୁମୋଦନ ପାଇଁ ପଠାଯାଇଛି ।ଅନୁମୋଦନ ପରେ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ`। ଏହି କାମ ୨୦୧୬ରେ ପୂତ୍ତ ବିଭାଗ ପକ୍ଷରୁ କାଶିପୁର ବ୍ଲକ ତୋୟାପୁଟ ଅଧିନ କୁଟିଙ୍ଗଗୁଡା ଉପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ସେହି ସମୟରେ ଏହି କାମ ପାଇଁ ୩କୋଟି୬୭ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ ଏହି କାମ ବଷେ ମଧ୍ୟରେ କାମ ସରିବା ପାଇ ଟେଣ୍ଡର ହୋଇଥିଲା କିନ୍ତୁ ୬ ବଷ ପରେ ମଧ୍ୟ ସେହି କାମ ସମ୍ଫୂଣ ହୋଇପାରୁନି । ଅନ୍ୟ ପକ୍ଷରେ ନଦୀ ଉପରେ ଦେଇ ବହୁତ ପୁରାତନ ପୋଲ ରହିଛି । ସେହି ପୁରାତନ ପୋଲ ଉପର ଦେଇ ବହୁ ଭାରିଯାନ ଯାତାୟତ କରୁଛି । ଯଦି କୌଣସି କାରଣ ବସତ ଏହି ପୋଲ ଭାଙ୍ଗିଯାଏ ତାହା ହେଲେ କାଶିପୁର ବ୍ଲକକୁ ସମ୍ଫୁଣ ଭାବରେ ଯାତାୟତ ବନ୍ଦ ହୋଇଯିବ । ତେଣୁ ଵିଭାଗିୟ ଯନ୍ତ୍ରୀ ଯେଉ ସଵୁ କହିଥିଲେ କହିବାର କିଛି ଦିନ ବିତିଗଲାପେର ମଧ୍ୟ କାମ ଆରମ୍ଭ ହୋଇନାହିଁ । ତେଣୁ ନୂତନ ପୋଲ କାଯ୍ୟ ଶୀଘ୍ର ଶେଷ କରିଵା ପାଇ ଵୁବ୍ଦିଯିଵି ମହଲରେ ପ୍ରକାଶ ହେଉଥିବା ବେଳେ ତୋୟାପୁଟ ଗ୍ରାମ ବାସୀ ମଧ୍ୟ ଦାବୀ କରିଛନ୍ତି ।