ଇଭିଏମ୍ ଗୁଡିକୁ ଷ୍ଟ୍ରଙ୍ଗରୁମ୍ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି- ଏସପି

0 79

ପୁରୀ : ପିପିଲି ଉପନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପରେ ଏଭିଏମ୍ ଗୁଡିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗରୁମ୍ ରେ ରଖାଯାଇଛି । ପିପିଲି ଉପନିର୍ବାଚନର ଇଭିଏମ୍ ସୁରକ୍ଷା ନେଇ ପୁରୀ ଏସପି କେ. ବିଶାଲ ସିଂହ ସୂଚନା ଦେଇ କହିଛନ୍ତି ଯେ, ଇଭିଏମ୍ ଗୁଡିକୁ ଷ୍ଟ୍ରଙ୍ଗରୁମ୍ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ସିସିଟିଭି ସହ ଷ୍ଟ୍ରଙ୍ଗ ରୁମ୍ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଠାରେ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.