ଦୈନିକ ଜାଗରଣ ଗୃପ୍ ର ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

0 70

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ପୃଷ୍ଠାରେ ଏକ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ଦୈନିକ ଜାଗରଣ ଗୃପ୍ ର ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତାଙ୍କ ପରଲୋକରେ ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ କଳା, ସାହିତ୍ୟ ଓ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଯୋଗେନ୍ଦ୍ର ମୋହନଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.