ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ

75

ସାଲେପୁର : ସାଲେପୁର ଠାରେ ଥିବା ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଓ ଜନସାଧାରଣଙ୍କ ନିମନ୍ତେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାହକ ଓ ଜନସାଧାରଣ ଯୋଗଦାନ କରିଥିଲେ । ବ୍ୟାଙ୍କର ଶାଖାପରିଚାଳକ ସିଦ୍ଧାନ୍ତ ତ୍ରିପାଠୀ, ମୁଖ୍ୟ କ୍ୟାସିୟର ପ୍ରଫୁଲ୍ଲ କୁମାର ପାତ୍ର , ପ୍ରାକ୍ତନ ସରପଞ୍ଚ ବିଶ୍ୱଭୂଷଣ ନାୟକ ପ୍ରମୁଖ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମକୁ ଗ୍ରାହକ ସେବା କେନ୍ଦ୍ର ଓ ବକ୍ରାଙ୍ଗି ଏ ଟି ଏମ୍ ର ସଂଚାଳକ ବ୍ରଜବନ୍ଧୁ ବେହେରା ପରିଚାଳନା କରିଥିଲେ ।

Comments are closed.