ସର୍ଦ୍ଦାର ପଟେଲଙ୍କ ପ୍ରେରଣା ପାଇଁ ଭାରତ ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପୂର୍ଣ୍ଣ ମାତ୍ରାରେ ସକ୍ଷମ ହେଉଛି – ପ୍ରଧାନମନ୍ତ୍ରୀ

63

ନୂଆଦିଲ୍ଲୀ : ଭାରତ ସଶକ୍ତ ହେଉ, ସମାବେଶୀ ମଧ୍ୟ ହେଉ । ସମ୍ବେଦନଶିଳ ହେଉ ଏବଂ ସତର୍କ ମଧ୍ୟ ହେଉ । ବିନମ୍ର ହେଉ ଏବଂ ବିକଶିତ ହେଉ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶକୁ ସର୍ବଦା ସର୍ବୋପରି ରଖିଥିଲେ । ଆଜି ତାଙ୍କର ଜନ୍ମବାର୍ଷିକୀ । ତାଙ୍କର ପ୍ରେରଣା ପାଇଁ ଭାରତ ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପୂର୍ଣ୍ଣ ମାତ୍ରାରେ ସକ୍ଷମ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ।

Comments are closed.